#ମାଡ଼ିଆସୁଛି_ବାତ୍ୟା_ଗୁଲାବ
ଆଜି ମଧ୍ୟରାତ୍ରିରେ ଦକ୍ଷିଣ ଓଡ଼ିଶା ନିକଟରେ ଛୁଇଁବ ସ୍ଥଳଭାଗ । କଳିଙ୍ଗପାଟନମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ଼ ଗୁଲାବ । ରାତି ୯ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହି ପ୍ରକ୍ରିୟା ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ।
#Cyclone #Gulab #affected #kalingapatnam #Southodisha #Gopalpur #landfall #midnighttoday #Odisha #ArgusNews